INS-accredited
+91 98306 29298
Every lost and found classified Samaja published in 2023, newest first.
2 published ads. Showing the 2 most recent.
ଏତଦ୍ୱାରା ସୂଚିତ କରାଯାଉଛି ଯେ ମୋର ମହକିଲ ଏଲ. ଆଇସି. ସି. ଏଚ. ଏଫ. ଏଲ ଇପିକଲ ହାଉସୁ ଭୁବନେଶ୍ୱର ତରଫରୁ ପ୍ରଫୁଲ୍ଲ କୁମାର ନନ୍ଦ | ଭାପୁର ସ୍ଥିତ ବାସଭବନ ( ପ୍ଲଟ ନ ୧୪୧୯ ଏ.୦.୦୨ ଡ଼ି ) ର ପୁନଃନିର୍ମାଣ ନିମନ୍ତେ ପରାମର୍ଶ କରୁଅଛି | ସେ ତାଙ୍କ ଜାଗା ର ଦଲିଲ ନ. ୨୦୪୪ ତା ୧୮/୦୯/୧୯୯୮ ରେ ରବୀନ୍ଦ୍ର କୁମାର ମହାରଣା ଓ ଶକ୍ତିପ୍ରସାଦ ଷଡ଼ଙ୍ଗୀ ମଧ୍ୟରେ ହୋଇଥିବା ଦଲିଲ ଟି ମୁଁ ଖଣ୍ଡପଡା ରୁ ନୟାଗଡ ଆସିବା ରାସ୍ତାରେ ବଲାଙ୍ଗୀ ପାର୍କ ରୁ ଖଣ୍ଡପଡା ଛକ ମଧ୍ୟରେ ହଜିଯାଇଛି | ଯଦି ଏହି ସମ୍ପତି ଉପରେ ଅଧିକାର ଥାଏ ପ୍ରକାଶନର ୧୫ଦିନ ମଧ୍ୟରେ ନିମ୍ନ ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ ୧୫ଦିନ ପରେ ଦଲିଲ ତାର ବୈଧତା ହରାଇବ | ଏଥିପାଇଁ ଏଲ. ଆଇ. ସି. ଏଚ. ଏଫ ଏଲ ଦାୟି ରହିବ ନାହିଁ | ଯୋଗାଯୋଗ --ଏନ. ସି.ପଟ୍ଟନାୟକ ( ଓକିଲ ) -ନ ୯୮୫୩୩୧୧୧୮୯ କଟକ ଅଫିସ ନ ୦୬୭୧୨୩୬୭୪୯୪
ମୁଁ ଝରଣା ମଲ୍ଲିକ, ସାଧାରଣ ଜନତାଙ୍କୁ ଜଣାଇବାକୁ ଚାହେଁ ଯେ ପ୍ଲଟ ନଂ: ୫୫୬/୪୪୨୩ କାନନ ବିହାର ଫେଜ୍- ୨, ଚନ୍ଦ୍ରଶେଖରପୁର ପଟିଆରେ ଥିବା ମୋର ଜମିର ଅରିଜିନାଲ ବିକ୍ରୟ କାଗଜ, ୭୩୫୩/୧୯୯୧ ନମ୍ବର ଧାରଣ କରୁଥିବା ଡକ୍ୟୁମେଣ୍ଟ ଜଉଟା ଭୁବନେଶ୍ୱର ସବ୍ ରେଜିଷ୍ଟ୍ରାରଙ୍କ କାର୍ୟ୍ୟାଳୟରେ ପଞ୍ଜିକୃତ ହୋଇଥିଲା ହଜିଯାଇଛି। ଏଥିପାଇଁ ଚନ୍ଦ୍ରଶେଖରପୁର ଥାନାରେ ୧୨.୦୪.୨୦୧୩ ରେ ରିପୋର୍ଟ ନଂ ୩୧୬ ମାଧ୍ୟମରେ FIR ରୁଜୁ କରାଯାଇଛି। କୌଣସି ସହୃଦୟ ବ୍ୟକ୍ତିଙ୍କୁ ଯଦି ଏହି ଡକ୍ୟୁମେଣ୍ଟ ମିଳେ ତେବେ ଦୟାକରି ସୂଚନା ଦିଅନ୍ତୁ : ଝରଣା ମଲ୍ଲିକ, HIG ୨୭, ୭ ଏକର ଚନ୍ଦ୍ରଶେଖରପୁର ଫେଜ୍-୧, ହାଉସିଂ ବୋର୍ଡ କଲୋନି। ଫୋନ ନମ୍ବର: ୯୪୩୮୬୭୨୪୯୭.
Use the published ads as a template — compose online, preview, pay. Published in the next edition.
Compose Lost and Found adUse the published ads as a template — compose online, preview, pay. Published in the next edition.
Compose Lost and Found adPick your edition to see the exact Samaja lost and found rate. The wording above is yours to reuse — copy any ad, edit the names and dates, and publish it in the next edition.